ଆଜି ପୁରୀ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା December 28, 2022 by Rameswar mahakur ପୁରୀ ଜିଲ୍ଲାର ବାଣପୁରରେ ଜନସଭାରେ ସମ୍ବୋଧନ କରିବେ ଜେପି ନଡ୍ଡା। ଏ ନେଇ ବିଜେପି ବ୍ୟାପକ ପ୍ରସ୍ତୁତି କରିଛି।