ପରିତ୍ୟକ୍ତ ଗଡ଼ିଆରେ ପଡିଲେ ୨ ହାତୀ

ମୟୁରଭଞ୍ଜ ଜିଲ୍ଲା ବାରିପଦା ହଳଦୀବଣି ସେକ୍ସନ କାଠରମା ଗାଁ ନିକଟ ଖାଲରେ ୨ ହାତୀ ଫସିଛନ୍ତି।

୨୩ ଟିକିଆ ହାତୀପଲ ଯାଉଥିବା ବେଳେ ୨ ହାତୀ ଖସି ପଡ଼ିଥିବା ସନ୍ଦେହ କରାଯାଉଛି। ବନବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes