ଚାକିରୀ କରେଇଦେବା ନାଁରେ ଠକେଇ ଅଭିଯୋଗରେ ଅଭିନେତ୍ରୀ ବର୍ଷାଙ୍କ ନାଁରେ ଏତଲା

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୁନା ଦୋକାନରେ ଚାକିରୀ କରେଇଦେବା କହି ୩୦ ହଜାର ଟଙ୍କା ନେଇ ଠକିଥିବା ଅଭିଯୋଗ କରିଛନ୍ତି ଭୁବନେଶ୍ବର ସତ୍ୟନଗର ଅଞ୍ଚଳର କଲ୍ୟାଣୀ ନାୟକ ନାମକ ଜଣେ ମହିଳା।

ଏ ନେଇ ଭୁବନେଶ୍ୱର ସହିଦ ନଗର ଥାନାରେ ମାମଲା ରୁଜୁ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes