ଟିଟିଲାଗଡ଼ ରେଂଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବନ ବିଭାଗ ରେଂଜର ଶିବ ପ୍ରସାଦ ନାଏକଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ।

ଟିଟିଲାଗଡ଼ ଅଫିସ, ପୈତୃକ ଘର ସହ ୪ଟି ଜାଗାରେ ଚଢାଉ ଚାଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes