ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ସ୍ମୃତିରେ ତିଳତର୍ପଣ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ରାଜ୍ୟସଭା ସାଂସଦ, ଗାନ୍ଧିବାଦୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଆଜି ଦ୍ଵିତୀୟ ଶ୍ରାଦ୍ଧବାର୍ଷିକ l

ଏହି ଅବସରରେ ବିନ୍ଦୁସାଗରରେ ତିଳତର୍ପଣ, ଶ୍ରଦ୍ଧାଞ୍ଜଳି ଓ ଅମର ଆତ୍ମାର ସଦଗତି ନିମନ୍ତେ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରାର୍ଥନା କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes