ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ, ୪ ଗୁରୁତର

ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଣ୍ଡରେଇ ଗ୍ରାମରେ ଘଟିଛି ଏହି ଘଟଣ।

ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦକୁ ନେଇ ଗତକାଲି ବିଳମ୍ବିତ ରାତିରେ ସୁରେନ୍ଦ୍ର ମହାରଣାଙ୍କ ପରିବାରକୁ ପ୍ରଫୁଲ୍ଲ ମହାରଣା ଓ ତାଙ୍କ ସହଯୋଗୀମାନେ ମିଶି ଭୁଜାଲିରେ ଆକ୍ରମଣ କରିଥିଲେ। ଗ୍ରାମବାସୀମାନେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ସିମୁଳିଆ ମେଡ଼ିକାଲକୁ ଆଣିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes