ଘରୋଇ ହିଂସାର ଶିକାର ହୋଇ ଚୁପ ନରହି ପୁଲିସର ସହାୟତା ନିଅନ୍ତୁ

ଘରୋଇ ହିଂସାର ସମ୍ମୁଖୀନ ହେଲେ ନୀରବତା ଅବଲମ୍ବନ କରିବା ପରିବର୍ତ୍ତେ ପୁଲିସର ସହାୟତା ନିଅନ୍ତୁ l ଓଡ଼ିଶା ପୁଲିସ ସଦା ସର୍ବଦା ଆପଣଙ୍କ ସେବାରେ l

ଓଡ଼ିଶା ପୁଲିସ ପକ୍ଷରୁ ଆଜି ସଚେତନତା କରାଯିବା ସହିତ ଏ ସମ୍ପର୍କରେ ଟ୍ଵିଟ କରି ସୂଚନା ଦିଆଯାଇଛି l ଏହାପରେ ଅନେକ ଲୋକ ଟ୍ଵିଟ କରି ନିଜ ଅସୁବିଧା ଓ ସମସ୍ୟା ରଖୁଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes