ପଥର ଚୋର ଭାବି ଯୁବକଙ୍କୁ ନିର୍ଘାତ ପିଟିଲେ ବନ କର୍ମଚାରୀ

ଜଂକିଆ ଥାନା ସିକୋ ଫାଣ୍ଡି ଗଉଡିଆପାଟଣା ଖଣ୍ଡିଆବାଙ୍କା ସାହି ନିକଟ ଜଂଗଲରେ ବନ କର୍ମଚାରୀମାନଙ୍କ ମାଡରେ ଗଉଡିଆପଡା ଗ୍ରାମର ମନୋରଂଜନ ଦାଶ ଲହୁ ଲୁହାଣ ହୋଇଥିବା ଅଭିଯୋଗ ହୋଇଛି।

ମନୋରଂଜନ ସୌଚ ହେବାକୁ ଯାଉଥିବା ବେଳେ ମାଙ୍କଡ଼ ପଥର ଚୋର ଭାବି ତାଙ୍କୁ ବନ କର୍ମଚାରୀ କାବୁ କରି ଉଠାଇ ନେଇ ମାଡ ମାରି ଛାଡି ଦେଇଥିବା ସୂଚନା ମିଳିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes