୩ଟି ସମୁଦ୍ର ମୁହାଣ ଓ ଆଖପାଖରେ ମାଛ ଧରା ଉପରେ କଟକଣା

ପାରାଦୀପର ୩ଟି ସମୁଦ୍ର ମୁହାଣ ଓ ଆଖପାଖରେ ଭେସେଲ, ଟ୍ରଲର, ଯନ୍ତ୍ରଚାଳିତ ସମସ୍ତ ପ୍ରକାର ଡଙ୍ଗା ଚଳାଚଳ ବାରଣ କରାଯାଇଛି।

ଆଜିଠୁ ମେ’ ୩୧ ପର୍ଯ୍ୟନ୍ତ ସମୁଦ୍ରର ୨୦କିମି ମଧ୍ୟରେ ମାଛଧରା ମନା କରିଛି ବନ୍ଦର କର୍ତ୍ତୃପକ୍ଷ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes