ଧାମନଗର ଉପନିର୍ବାଚନ ପାଇଁ ନବୀନଙ୍କ ଭର୍ଚୁଆଲ ପ୍ରଚାର

ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଆଜି ଭର୍ଚୁଆଲରେ ଭୋଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଧାମନଗରବାସୀଙ୍କୁ ସମ୍ବୋଧିତ କରି ଧାମନଗରର ବିକାଶ ମୋ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes