ପତ୍ନୀହନ୍ତା ପତିକୁ ଆଜୀବନ ଜେଲ ଦଣ୍ଡାଦେଶ

ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ସୁନାରିସିକୁଆଁ ଗ୍ରାମରେ ପତ୍ନୀକୁ ହାଣି ହତ୍ୟା କରିଥିବା ମାମଲାରେ ଆଜି ଜିଲ୍ଲା କୋର୍ଟ ଅଭିଯୁକ୍ତ ସ୍ୱାମୀକୁ ଆଜବାନ ଜେଲ ଦଣ୍ଡାଦେଶ ଦେଇଥିବା ଜନୈକ ବରିଷ୍ଠ ଓକିଲ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes