ଇଟାଭାଟିକୁ ୫୦ ହଜାର ଟଙ୍କା ଜରିମାନା

ବୌଦ୍ଧ ଜିଲ୍ଲାର ମର୍ଜାକୁଦ ଠାରେ ଥିବା ଏକ ବେଆଇନ ଇଟାଭାଟି ଉପରେ ତହସିଲ ଅଧିକାରୀ ଆଜି ଚଢ଼ାଉ କରି 50 ହଜାର ଟଙ୍କା ଜରିମାନା କରିଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes