ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା କୁକୁରଗୁଡ଼ା ଗାଁରେ ୨୦୨୦ ମସିହାରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଚନ୍ଦ୍ର ଶବର।
ଗୁଣପୁର ଅତିରିକ୍ତ ଦୌରାଜଜ୍ ଚନ୍ଦ୍ର ଶବରକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି।
Credible Local News of Odisha