ଡ୍ରୋନ୍ କ୍ୟାମେରା ଜରିଆରେ ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖ: ହାଇକୋର୍ଟ

ଚିଲିକା-ଭିତରକନିକା ଆଦ୍ରଭୂମି ସୁରକ୍ଷା ମାମଲାରେ ହାଇକୋର୍ଟ ଆଜି ଶୁଣାଣୀ କରି ଡ୍ରୋନ୍ କ୍ୟାମେରା ଜରିଆରେ ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟ ୪ ଜିଲ୍ଲାପାଳଙ୍କୁ ଡ୍ରୋନ୍ ବ୍ୟବସ୍ଥା କରିବାକୁ କହିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କୁ ଏଥିପାଇଁ ପାଣ୍ଠି ଯୋଗାଇଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes