ନ୍ୟୁଡ୍ କଲ୍ ଠକେଇ: ରାଜସ୍ଥାନରୁ ୨ ଗିରଫ

ନ୍ୟୁଡ୍ କଲ୍ ଯୋଗେ ଜଣେ ବୟସ୍କ ଲୋକଙ୍କୁ ଠକେଇ ଘଟଣାରେ ରାଜସ୍ଥାନ ଭରତପୁରରୁ ୨ ଲୁଟେରାଙ୍କୁ ଗିରଫ କରିଛି ସାଇବର ପୁଲିସ।

କଟକ ସାଇବର ଥାନାଧିକାରୀ ଓ ତାଙ୍କ ଟିମ୍ ଧରିଥିବା ଡିସିପି ସୂଚନା ଦେଇଛନ୍ତି। ନ୍ୟୁଡ କଲ୍ ଜରିଆରେ ବୟସ୍କ ବ୍ୟକ୍ତିଙ୍କଠାରୁ ୮.୫ ଲୁକ୍ଷ ଲୁଟ୍ ହୋଇଥିଲା। ସାଇବର ଥାନାରେ ଏତଲା ପରେ ରାଜସ୍ଥାନ ଯାଇଥିଲା ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes