ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ ୟୁନିକ ଆଇଡି ସିଷ୍ଟମ

ଶିକ୍ଷା କ୍ଷେତ୍ରରେ ଜାଲିଆତି ରୋକିବାକୁ ଏନ୍ଇଟିଏଫ ଏହି ବଡ଼ ପଦକ୍ଷେପ ନେଇଛି।

ଛାତ୍ରଛାତ୍ରୀ ଅଗଷ୍ଟରୁ ପଞ୍ଜୀକରଣ କରିବେ, ଆଧାର ସହ ଲିଙ୍କ୍ ହେବ।ପଞ୍ଜୀକୃତ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ୱେବସାଇଟ୍‌ରେ ରହିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes