ବିଜେବି କଲେଜ ଛାତ୍ରଙ୍କୁ ଆକ୍ରମଣ ଘଟଣା ପରେ ବାହାର ଲୋକ କ୍ୟାମ୍ପସରେ ନପଶିବା ପାଇଁ ପୋଷ୍ଟର ଲାଗିଛି।
ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ କ୍ୟାମ୍ପସରେ ସିସିଟିଭି ଲଗାଯିବ। ପାଚେରୀରେ କଣ୍ଟା ତାର ଲଗାଇବାକୁ ପିଡବ୍ଲୁଡିକୁ ଲେଖାଯାଇଥିବାକଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
Credible Local News of Odisha