ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ଗୋପାଳ ପ୍ରସାଦ ଗ୍ରାମ ସ୍ଥିତ ନୂତନ ଫାଣ୍ଡି ଅଧିକାରୀ ଭାବେ ନେପାଳ ପଟ୍ଟା ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି।
ଏନେଇ ତାଙ୍କୁ ସମାଜସେବୀ ଗୋବିନ୍ଦ ଲେଙ୍କା ସୌଜନ୍ୟମୂଳକ ସାକ୍ଷାତ କରି ଫୁଲ ତୋଡା ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
Credible Local News of Odisha