ରାଜଧାନୀର 25 ଟି ସ୍ଥାନରେ କୋଭିଡ ଟେଷ୍ଟ ବ୍ୟବସ୍ଥା

କୋଭିଡ଼ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର 25 ଟି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟେଷ୍ଟର ବ୍ୟବସ୍ଥା କରାଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି l

କ୍ୟାପିଟାଲ ହସ୍ପିଟାଲରେ ସକାଳ 8 ଟାରୁ ଦିନ 2 ଟା ପର୍ଯ୍ୟନ୍ତ ଟେଷ୍ଟ କରାଯାଉଥିବା ବେଳେ ଅନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ସକାଳ 9 ଟାରୁ ପୂର୍ବାହ୍ନ ସାଢେ 11 ଟା ଏବଂ ଅପରାହ୍ନ 5 ଟାରୁ ସନ୍ଧ୍ୟା 5 ଟା ପର୍ଯ୍ୟନ୍ତ ଟେଷ୍ଟ କରାଯାଉଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes