ଡୁମୁଡୁମା ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀର ଡୁମୁଡୁମା ଅଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l

ଦଳୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଏହାକୁ ବିଜେପି ଜିଲ୍ଲା ସଭାପତି ବାବୁ ସିଂ ଉଦଘାଟନ କରିଥିଲେ l ଆୟୋଜକ ଗ୍ଲୋରୀୟଶ ଫାଉଁଣ୍ଡେସନର ସମସ୍ତ ସଦସ୍ୟ ଓ ଡୁମୁଡୁମା ଅଞ୍ଚଳର ସମସ୍ତ ଯୁବ ସାଥୀ ଏହାକୁ ପରିଚାଳନା କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes