ନିରାକାରପୁର ରାମ ଦୟା ପରିଷଦ ପକ୍ଷରୁ ଗୀତା ଜୟନ୍ତୀ ପାଳିତ

ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ଧର୍ମାନୁଷ୍ଠାନ ନିରାକାରପୁରସ୍ଥିତ ରାମ ଦୟା ପରିଷଦ ପକ୍ଷରୁ ଆଜି ୪୦ ତମ ଗୀତା ଜୟନ୍ତୀ ଉତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଅଛି।

ଏହି ଶୁଭ ଅବସରରେ ବିଧି ମୁତାବକ ଗୀତା ପଠନ ହୋମ ଯଜ୍ଞ କାର୍ଯ୍ୟ କରାଯାଇଥିଲା। ପରିଷଦର ସମସ୍ତ ସଦସ୍ଯ ସହ ଅଂଚଳର ଭକ୍ତଗଣ ଏହି ମହାନ ଆଧ୍ଯାତ୍ମିକ କାର୍ଯକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ପ୍ରଭୁକୃପା ଲାଭ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes