ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ସାଳଚୁଆର ଜଣେ ଗ୍ରୋସରୀ ଦୋକାନୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି।
ବାକି ଟଙ୍କା ମାଗିବାରୁ ଜଣେ ଗ୍ରାହକ ପୋଡ଼ି ମାରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରାତିରେ ଦୋକାନରେ ଶୋଇଥିଲା ବେଳେ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଦୋକାନୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।