ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ ସଜା

୨୦୧୯ରେ ଖଡିଆଳ ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ଟଙ୍କଧର ଭୋଇକୁ ଆଜୀବନ ସଜା ଶୁଣାଇଛନ୍ତି ନୂଆପଡ଼ା ଏଡିଜେ।

ଏହା ସହ ୨୦ ହଜାର ଜରିମାନା କରିଛନ୍ତି। ପୀଡ଼ିତାକୁ ୬ ଲକ୍ଷ କ୍ଷତିପୂରଣ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes