ଉପାନ୍ତ ଅଞ୍ଚଳରେ ଜନ୍ମ ଦିନ ପାଳନ କଲେ ମନୋଜ ଜୈନ

ବଲାଙ୍ଗିର ଜିଲ୍ଲାର ମନୋଜ ଜୈନ ଉପାନ୍ତ ଅଞ୍ଚଳରେ ଥିବା 30 କିଲୋମିଟର ଦୂରରେ ଅବସ୍ଥିତ ଲୋଇସିଂହା ବ୍ଳକ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ 50 ଜଣ ଅସହାୟ ବୃଦ୍ଧ ବୃଦ୍ଧା ଓ ବିଧବା ମହିଳାଙ୍କୁ କମ୍ବଳ ବଣ୍ଟନ ସହିତ ଛୋଟ ଛୋଟ ପିଲାଙ୍କ ସହିତ କେକ କାଟି ନିଜର ଜନ୍ମ ଦିବସକୁ ଶିଶୁମାନଙ୍କ ସହିତ ପାଳନ କରି ନିଜକୁ ବହୁତ ଖୁସି ଲାଗିଲା ବୋଲି କହିଛନ୍ତି I

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes