ନାବାଳିକା ଛାତ୍ରୀଙ୍କ ପ୍ରସବ, ଅଭିଯୁକ୍ତ ଅଟକ

କେନ୍ଦୁଝର ଜିଲ୍ଲା ସଦର ଥାନା ଅଞ୍ଚଳର ଏକ ଅନୁସୂଚିତ ଜନଜାତି ବିଭାଗ ଆଶ୍ରମ ସ୍କୁଲର ୧୫ ବର୍ଷୀୟା ଛାତ୍ରୀଙ୍କ ପ୍ରସବ ହୋଇଛି।

ଟାଉନ ଥାନାରେ ପୀଡ଼ିତାଙ୍କ ମାଆ ଏତଲା ଦେବା ପରେ ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ। ପ୍ରସବ ପରେ ନାବାଳିକା ଛାତ୍ରୀ ଓ ନବଜାତ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes