ବୌଦ୍ଧରେ ସୂର୍ଯ୍ୟ ପୂଜା ଉତ୍ସବ ଅନୁଷ୍ଠିତ

ବୌଦ୍ଧ ସହର ସ୍ଥିତ ଚନ୍ଦ୍ରଚୁଡା ମହାନଦୀ ଚିରଘାଟ ନିକଟରେ ଆଜି ପବିତ୍ର ମାଘ ତିଳ ସପ୍ତମୀ ଅବସରରେ ସୂର୍ଯ୍ୟ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପୂଜକ ଶସାଙ୍ଗ ଶେଖର ମିଶ୍ର ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସୂର୍ଯ୍ୟ ଶତପଥୀ କର୍ତ୍ତା ଦାଇତ୍ୱ ତୁଲାଉଛନ୍ତି। ସମସ୍ତ ବ୍ରାହ୍ମଣ ସମାଜ ସାମିଲ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes