ବିଲମଝିରୁ ଜଣଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାଲେଶ୍ଵର ଜିଲ୍ଲା ମଧୁସୂଦନ ପଞ୍ଚାୟତ ଖଜୁରିଡିହା ଗାଁ ପାଖ ବିଲରୁ ମୃତଦେହ ଉଦ୍ଧାର ହୋଇଛି।

ପାଟିରୁ ରକ୍ତ ବାହାରୁଥିବାରୁ ହତ୍ୟା ସନ୍ଦେହ କରିଛନ୍ତି ପରିବାର ଲୋକେ।ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes