ନାବାଳକ ନିଖୋଜକୁ ନେଇ ଏମଭି-୭୨ ଗାଁରେ ଉତ୍ତେଜନା

ମାଲକାନଗିରି ଜିଲ୍ଲା ଏମଭି-୭୨ ଗାଁରେ ନାବାଳକକୁ ଜଣେ ବ୍ୟବସାୟୀ ଅପହରଣ କରିଥିବା ଅଭିଯୋଗରେ ଗାଁଲୋକେ ରାସ୍ତା ଅବରୋଧ କରିଥିଲେ।

ପରେ ପୁଲିସ ଆସି ବୁଝାସୁଝା କରିବାରୁ ରାସ୍ତାରୋକ ହଟିଥିଲା। ହେଲେ ଉତ୍ତେଜନା ଲାଗି ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes