ବିଳମ୍ବିତ ରାତିରେ ଭୁବନେଶ୍ଵରରେ ସିରିଜ ଦୁର୍ଘଟଣା

ଭୁବନେଶ୍ବର ରସୁଲଗଡ଼ ବ୍ରିଜ ନିକଟରେ ୫ଟି କାରକୁ ପଛ ପଟୁ ଏକ ଦ୍ରୁତଗାମୀ ଟ୍ରକ ପିଟିଛି।

ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପାହାଳରୁ ଧରିଛି କମିଶନରେଟ୍ ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes