ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଠିକ ଭାବରେ ଚାଲିଛି: ଜଷ୍ଟିସ ଜେ ପି ଦାସ

ଏଡିଜି ଅରୁଣ ବୋଥ୍ରା ଭେଟିବା ପରେ ଜଷ୍ଟିସ ଦାସ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି।

ତଦନ୍ତର ଅଗ୍ରଗତି ନେଇ ମାେତେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଭେଟି ଅବଗତ କରାଇଛନ୍ତି, ଆଉ କଣ କରିବାକୁ ହେବ ପରାମର୍ଶ ଦେଲି, ମୁଁ ଘଟଣାସ୍ଥଳକୁ ଯିବି ବୋଲି କହିଛନ୍ତି ଜଷ୍ଟିସ ଜେ ପି ଦାସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes