ବିଚ୍ଛିନ୍ନାଞ୍ଚଳରେ ଉତ୍କଳ ଗୌରବଙ୍କ ପୂଣ୍ୟତିଥି ପାଳିତ

ବିଚ୍ଛିନ୍ନାଞ୍ଚଳ ଝାରଖଣ୍ଡ ରାଜ୍ୟର ଚକ୍ରଧରପୁର ସ୍ଥିତ ଉତ୍କଳମଣି ବିଦ୍ୟାମନ୍ଦିର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ପୂଣ୍ୟତିଥି ପାଳିତ ହୋଇଯାଇଛି।

ଏହି ଅବସରରେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ୱଳିତ କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes