ଜଷ୍ଟିସ ଜେପି ଦାସଙ୍କ ବାସଭବନରେ କ୍ରାଇମବ୍ରାଞ୍ଚ ଏଡିଜି

ଜଷ୍ଟିସ ଜେପି ଦାସଙ୍କ ତଦାରଖରେ ନବ ଦାସ ହତ୍ୟାକାଣ୍ଡ ମାମଲାର ତଦନ୍ତ ଚାଲିଥିବା ବେଳେ ଆଜି କଟକ ସିଡିଏ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ।

ତଦନ୍ତର ଅଗ୍ରଗତି ସମ୍ପର୍କରେ ଅବଗତ କରାଇବାକୁ ପହଞ୍ଚିଥିବା ସୂଚନା ମିଳିଛି । ଅନ୍ୟପଟେ ଡିଜିପି ସୁନୀଲ ବଂଶଲଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛି। ଝାରସୁଗୁଡ଼ାରୁ ଫେରିବା ପରେ ଡିଜିପିଙ୍କୁ ଭେଟିଛନ୍ତି ଆଇନ ଶୃଙ୍ଖଳା ଏଡିଜି ଆର.କେ ଶର୍ମା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes