ନବୀନଙ୍କୁ ଭେଟିଲେ ଛଅଟି ଜିଲ୍ଲାର ମିଶନ ଶକ୍ତି ମା

ଆଜି ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ମିଶନ ଶକ୍ତି ମା ମାନେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି l
ଏହି ଅବସରରେ ଜାତୀୟ ପତାକା ପ୍ରସ୍ତୁତିରେ ଯୋଗଦାନ ପାଇଁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes