ବସକୁ ଧକ୍କା ଦେଲା ହାଇୱା,5 ମୃତ, 9 ଗୁରୁତର

ଆଜି ଅପରାହ୍ନରେ ସମ୍ବଲପୁର -ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେରେ ଜିନ୍ଦଲ କାରଖାନାର ଶ୍ରମିକ ମାନଙ୍କୁ ନେଇ ଯାଉଥିବା ଏକ ବସ ସହ ଏକ ହାଇୱାର ଧକ୍କା ହେବାରୁ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନଅ ଜଣ ଗୁରୁତର ଆହତ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes