ମାଲକାନଗିରିରେ ବଜ୍ରକାପ୍ତା ଉଦ୍ଧାର, ୮ ଗିରଫ

ମାଲକାନଗିରିରେ ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ୮ ଜଣକୁ ଗିରଫ କରିଛି ବନବିଭାଗ।

ଜବତ ବଜ୍ରକାପ୍ତାର ଅନ୍ତର୍ଜାତୀୟ ମୂଲ୍ୟ ୧.୨୦ କୋଟି ଥିବାବେଳେ ଗିରଫଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଓ ଆନ୍ଧ୍ରରୁ ୨ ଜଣ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes