ନବରଙ୍ଗପୁର ଏସ୍‌ପି ହେଲେ ଏସ୍. ସୁଶ୍ରୀ

ଆଇପିଏସ ଅଫିସର ଏସ୍. ସୁଶ୍ରୀଙ୍କୁ ରାଜ୍ୟ ସରକାର ନବରଙ୍ଗପୁର ଏସ୍‌ପି ଭାବେ ନିଯୁକ୍ତ କରିଛନ୍ତି।

ଆଜି ରାଜ୍ୟ ସରକାର ଭାରତୀୟ ପୁଲିସ ସେବା ଅଧିକାରୀ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes