ଖୋର୍ଦ୍ଧା ଏସ୍‌ପି ହେଲେ ସିଦ୍ଧାର୍ଥ କଟରିୟା

ଆଇପିଏସ ଅଫିସର ସିଦ୍ଧାର୍ଥ କଟରିୟାଙ୍କୁ ରାଜ୍ୟ ସରକାର ଖୋର୍ଦ୍ଧା ଏସ୍‌ପି ଭାବେ ନିଯୁକ୍ତ କରିଛନ୍ତି।

ଆଜି ରାଜ୍ୟ ସରକାର ଭାରତୀୟ ପୁଲିସ ସେବା ଅଧିକାରୀ ସ୍ତରରେ ଏକ ଅଦଳ ବଦଳ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes