ନକଲି ଭିନ୍ନକ୍ଷମ ଛାତ୍ରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ: ଉଚ୍ଚଶିକ୍ଷା ମନ୍ତ୍ରୀ

ବିଭିନ୍ନ କଲେଜରୁ ନକଲି ଭିନ୍ନକ୍ଷମ ଛାତ୍ର ଚିହ୍ନଟ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

ଯେଉଁମାନେ ଜାଲ୍‌ ସାର୍ଟିଫିକେଟ ଦେଇ ନାଁ ଲେଖାଇଛନ୍ତି ତାଙ୍କ ବିରୋଧରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes