ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଓ ୪୫ ଡିଗ୍ରୀ ନୂଆଁ ନୁହେଁ: ବିଶେଷଜ୍ଞ

ଏପ୍ରିଲ ମାସରେ ଗ୍ରୀଷ୍ମ ପ୍ରବାହ ଓଡ଼ିଶା ପାଇଁ ନୂଆ ନୁହେଁ ଓ ଗତବର୍ଷ ମଧ୍ୟ ଏହି ମାସରେ ତାପମାତ୍ରା ଅଧିକ ଥିଲା ବୋଲି ପାଣିପାଗ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ।

ଏପରିକି ୨୦୧୬ରେ ଏପ୍ରିଲ ମାସରେ ସର୍ବୋଚ୍ଚ ତାପମାତ୍ରା ୪୬-୪୭ ଡିଗ୍ରୀ ରେକର୍ଡ ହୋଇଥିଲା ବୋଲି ସେ କହିଥିବା ବେଳେ , ଗତ ଗୁରୁବାର ବୌଦ୍ଧରେ ଚଳିତ ଗ୍ରୀଷ୍ମର ସର୍ବାଧିକ ୪୫ ଡିଗ୍ରୀ ରେକର୍ଡ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes