ବଡ଼ ଦୁଇ ଭାଇ ମିଶି ସାନ ଭାଇକୁ ହତ୍ୟା କରିଥିବା ଅଭିଯୋଗ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ କଦଳୀଗଡ଼ ପଞ୍ଚାୟତ ସାନରେଙ୍ଗାଳି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି।

ବଡ଼ ଦୁଇ ଭାଇ ମିଶି ସାନ ଭାଇକୁ ହତ୍ୟା କରିଥିବା ଅଭିଯୋଗ ହେବାପରେ ଅଭିଯୁକ୍ତ ୨ ଭାଇଙ୍କୁ ଅଟକ ରଖି ପୁଲିସ ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes