ମାଉଜର ଧରି ଡ୍ୟାନ୍ସ କରୁଥିବା ଯୁବକ ଗିରଫ

ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଂଚଳ ଦଲଦଲିପଡାରେ ସୋନୁ ୟାଦବ ମାଉଜର ବୁଲାଇ ଡ୍ୟାନ୍ସ କରୁଥିବା ଭିଡିଓ ଭାଇରାଲ ହେବା ପରେ ପୁଲିସ ତାକୁ ଗିରଫ କରିଛି।

ପୁଲିସ ମାଉଜର ଓ କିଛି ଖଣ୍ତା ମଧ୍ୟ ଜବତ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes