ଧାନ ସମସ୍ୟା ନେଇ ବରଗଡ଼ରେ ଚାଷୀଙ୍କ ଜାତୀୟ ରାଜପଥ ଅବରୋଧ

ଧାନର ଅଭାବୀ ବିକ୍ରି, କଟନୀ ଛଟନି ପ୍ରତିବାଦ, ବୀମା ସହାୟତା ପ୍ରଦାନ ଦାବି ନେଇ ବରଗଡ଼-ରାୟପୁର ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ।

ସୋହେଲାରେ ଚାଷୀ ସଂଗଠନ ପକ୍ଷରୁ ରାସ୍ତା ଅବରୋଧ ସହ ଆନ୍ଦୋଳନ କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes