ପବିତ୍ର ରଥଯାତ୍ରା ନିମନ୍ତେ ବୈଠକ

ଆଗାମୀ ପବିତ୍ର ରଥଯାତ୍ରା ଆୟୋଜନ ପରିପ୍ରେକ୍ଷୀରେ ଅନୁଗୁଳ ଜିଲ୍ଲା ତାଳଚେର ବଡ଼ଦାଣ୍ଡ ସାହି ଠାରେ ଶୃଙ୍ଖଳିତ ଭାବେ ରଥ ପରିଚାଳନା,ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ସମ୍ବନ୍ଧରେ ତାଳଚେର ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି l

ଉକ୍ତ ବୈଠକରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ,ତାଳଚେର ରାଜାଙ୍କ ସହ ପ୍ରଶାସନିକ ଅଧିକାରୀ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes