ଚିଲିକା ମଝିରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା

ଡଙ୍ଗାଟି ଜହ୍ନିକୁଦା ଘାଟରୁ ୪୦ ଯାତ୍ରୀ ଓ ୭ ଟି ଗାଡ଼ି ନେଇ ସାତପଡ଼ା ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଫସି ରହିଥିବା ସୂଚନା ମିଳିଛି।

ମେସିନ୍ ସ୍ଲାବ ଭାଙ୍ଗିଯିବାରୁ ଚିଲିକା ମଝିରେ ଡଙ୍ଗା ଅଟକିଛି। ମେସିନ୍‌ ସଜାଡ଼ିବାକୁ ଡଙ୍ଗା ଚାଳକଙ୍କ ପ୍ରୟାସ ଜାରି ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes