ଦ୍ରୌପଦୀ ମୁର୍ମୁଙ୍କ ଗାଁ ହେବ ଆଲୋକିତ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁ କୁସୁମୀ ବ୍ଲକ ଉପରବେଡା ଡୁଙ୍ଗୁରୀସାହିକୁ ବିଦ୍ୟୁତ ନ ଥିବା ଖବର ପ୍ରସାରଣ ପରେ ବିଦ୍ୟୁତ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହୋଇଥିଲା।

ତେବେ ଆଜି ୩୮ଖୁଣ୍ଟ, ୧ ଟ୍ରାନସଫରମର, କେବୁଲ,ତିନୋଟି ଗାତ ଖୋଳା ମେସିନ, ଗୋଟିଏ ହାଇଡ୍ର ମେସିନ ସହ ସମସ୍ତ ବିଦ୍ୟୁତ ବିଭାଗୀୟ ଅଧିକାରୀ ପହଞ୍ଚିଛନ୍ତି। ଆଜି ରାତିରେ ଟଣା ହେବ ୯୦୦ ମିଟର କେବୁଲ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes