ଦ୍ରୌପଦୀଙ୍କ ସହ କଥା ହେଲେ ନବୀନ ପଟ୍ଟନାୟକ

ବିଦେଶ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ସହ ଫୋନରେ କଥା ହେବା ସହ ତାଙ୍କୁ ଆସନ୍ତାଦିନ ପାଇଁ ଶୁଭ କାମନା ଜଣାଇଛନ୍ତି l

ତାଙ୍କ ପ୍ରାର୍ଥୀତ୍ୱ ଓଡିଶା ପାଇଁ ଗର୍ବର ବିଷୟ ଏବଂ ରାଜ୍ୟରୁ ଯେପରି ସେ ଆବଶ୍ୟକ ଭୋଟ ପାଇବେ ସେଥିପାଇଁ ଚେଷ୍ଟା କରିବେ ବୋଲି ନବୀନ କହିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes