ଉଦ୍‌ଯାପିତ ହେଲା ଛଉ ନୃତ୍ୟ ପାଠ୍ୟ ଖସଡା ପ୍ରସ୍ତୁତି କର୍ମଶାଳା

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି ଭବନ ବାରିପଦା ପରିସରରେ ଚାଲିଥିବା ପାଞ୍ଚଦିନିଆ ଛଉନୃତ୍ୟ କର୍ମଶାଳାର ଉଦଯାପନି ଉତ୍ସବ
ଅନୁଷ୍ଠିତ ହୋଇଯାଇଛି।

ଏହି ଉଦଯାପନି ଉତ୍ସବରେ ମୁଖ୍ୟଅତିଥିଭାବେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ବିଶ୍ବବିଦ୍ୟାଳୟର କୁଳପତି ଶ୍ରୀଯୁକ୍ତ କିଶୋର କୁମାର ବସା ଯୋଗଦେଇକର୍ମଶାଳାରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କୁ ନିଜ କରକମଳରେ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes