ଚର୍ଚ୍ଚିତ ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥଙ୍କ ଇସ୍ତଫା

ଜମ୍ମୁ -କାଶ୍ମୀରରେ ନିଜସ୍ୱ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହି ନିଲମ୍ବିତ ହୋଇଥିବା ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ ସରକାରୀ ଚାକିରିରୁ ଇସ୍ତଫା ଦେଇଥିବା ନିଜେ ଟ୍ୱିଟ କରି ଜଣାଇଛନ୍ତି l

ସେ ଆସନ୍ତା ଦିନରେ ଜମ୍ମୁ -କାଶ୍ମୀରରେ ନିର୍ବାଚନ ଲଢ଼ିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes