ଦେବାହାଲ ଗ୍ରାମର ମୁଖ୍ୟ ରାସ୍ତାରେ ସଡକ ଦୁର୍ଘଟଣା

ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ ଦେବାହାଲ ଗ୍ରାମର ମୁଖ୍ୟ ରାସ୍ତାରେ ଟ୍ରକ ଓ ପିକକ୍କ ମଧ୍ୟରେ ଧକ୍କା ହୋଇଛି।

ସ୍ଥାନୀୟ ଲୋକ ଡ୍ରାଇଭରମାନଙ୍କୁ ଉଦ୍ଧାର କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes