ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ, ଦୁର୍ଘଟଣା ଗ୍ରସ୍ତ ହେଲା ଲାଇନ୍ ଟ୍ରକ୍

କେନ୍ଦୁଝର ଜିଲ୍ଲା ଧୃପଦା ନିକଟରେ ଏନଏଚ ୪୯ରେ ଆଜି ଏକ ଲାଇନ୍ ଟ୍ରକ୍ ଏକ କ୍ରସ ଲୁହା ଗେଟକୁ ଧକ୍କା ଦେବା ଫଳରେ ଚାଳକ ଆହତ ହୋଇଥିବା ବେଳେ ଗେଟଟି ଧରାଶାୟୀ ହୋଇଛି।

ଉକ୍ତ ସ୍ଥାନରେ ଲଗାଯାଇଥିବା ଲାଇଟ୍ ଦୀର୍ଘ ମାସ ହେଲା ଜଳୁ ନାହିଁ । ଫ୍ଲାଇ ଓଭରରୁ ଗାଡ଼ି ଓହ୍ଲାଇ ଯାଉଥିବା ବେଳେ ତ୍ରୁଟିପୂର୍ଣ୍ଣ ରାସ୍ତା ଓ ଅନ୍ଧାର ଯୋଗୁଁ ଭାରସାମ୍ୟ ହରାଇ ଟ୍ରକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes